Advertisment

ଦୁଇ ବର୍ଷ ତଳୁ ବ୍ୟବସ୍ଥା ହେଲାଣି, ହେଲେ ଏଯାଏଁ ସୁବିଧା ପାଉନାହାନ୍ତି ଜନସାଧାରଣ

ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।

Advertisment

ଦୁଇ ବର୍ଷ ତଳୁ ବ୍ୟବସ୍ଥା ହେଲାଣି, ହେଲେ ଏଯାଏଁ ସୁବିଧା ପାଉନାହାନ୍ତି ଜନସାଧାରଣ । ରାଜଧାନୀର ଜନପଥ ରାସ୍ତାରେ ମାଟିତଳେ ପୋତାଯାଇଛି କୋଟି କୋଟି ଟଙ୍କାର ମେସିନ୍, କିନ୍ତୁ ଏପର୍ଯ୍ୟନ୍ତ କାହା କାମରେ ଆସୁନି, କି କେହି ଜାଣି ନାହାନ୍ତି, ସେ ବ୍ୟବସ୍ଥା କଣ ?

Advertisment

୨୦୨୧ରେ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆରମ୍ଭ କରିଥିବା ଇ-ପାର୍କିଂ ବ୍ୟବସ୍ଥା କଥା। ବାଣୀବିହାର ଛକରୁ ଶିଶୁଭବନ ଛକ ଯାଏଁ ପ୍ରାୟ ୮୦୦ ପାର୍କିଂ ଲଟରେ ଲାଗିଛି ହାଇଟେକ୍ ଜିପିଏସ୍। ଭୂମି ତଳେ ଲାଗିଥିବା ଏସବୁ ମେସିନ୍ ପାଇଁ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।

BMC BDA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ