Advertisment

ଓଡ଼ିଶାର ଏହି ସ୍ଥାନରେ ୫୧୬ ବର୍ଷ ଧରି ପୂଜା ପାଉଛନ୍ତି ମା’ ଦୁର୍ଗା

ଆସୁଛନ୍ତି ମା’। ଆଉ କିଛି ଦିନ ପରେ ଆରମ୍ଭ ହେବ ଦୁର୍ଗାପୂଜା । ମାଆଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜୋରସୋର ପ୍ରସ୍ତୁତି। ମା’ ଦଶଭୂଜାଙ୍କ ଆବାହାନ ପାଇଁ ଏବେ ଚଳ ଚଞ୍ଚଳ ହୋଇପଡ଼ିଛି ଜଳେଶ୍ବରର ଲକ୍ଷ୍ମଣନାଥ ଗଡ଼…

Advertisment

ଆସୁଛନ୍ତି ମା’। ଆଉ କିଛି ଦିନ ପରେ ଆରମ୍ଭ ହେବ ଦୁର୍ଗାପୂଜା । ଗାଁ ରୁ ସହର ସବୁଠି ଚଳଚଞ୍ଚଳ । ମାଆଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜୋରସୋର ପ୍ରସ୍ତୁତି। ମା’ ଦଶଭୂଜାଙ୍କ ଆବାହାନ ପାଇଁ ଏବେ ଚଳ ଚଞ୍ଚଳ ହୋଇପଡ଼ିଛି ଜଳେଶ୍ୱରର ଲକ୍ଷ୍ମଣନାଥ ଗଡ଼…

Advertisment

ଓଡ଼ିଶାର ସର୍ବ ପୁରାତନ ଐତିହାସିକ ଲକ୍ଷ୍ମଣନାଥ ଗଡର ଦୁର୍ଗା ପୂଜା। ୧୦ ବର୍ଷ କି ୧୦୦ ବର୍ଷର ନୁହେଁ ଦୀର୍ଘ ୫୧୬ ବର୍ଷ ଧରି ଏଠାରେ ପାଳନ ହେଉଛି ଦୁର୍ଗାପୂଜା। ୧୫୦୮ ମସିହାରେ ଜଳେଶ୍ବର ପ୍ରଥମେ ପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ୧୭୨୦ ମସିହାରେ ଲକ୍ଷ୍ମୀନାରାୟନ ମହାଶୟ ଜମିଦାର ଥିଲେ। ସେ ସମୟରେ ଏହି ପୂଜା ଜଳେଶ୍ୱର ପରବର୍ତ୍ତେ ଲକ୍ଷ୍ମଣନାଥ ରୋଡରେ ହେଉଛି। 

Durga Puja Jaleswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ