Advertisment

ଜଗା ଦର୍ଶନାର୍ଥୀଙ୍କୁ କଲବଲ କଲାଣି ବ୍ୟାରିକେଡ୍ ଯନ୍ତ୍ରଣା

ଭକ୍ତ କହିଲେଣି ଆଉ ପୁରୀ ଆସିବୁନି, ତେଣେ ଚାରିଦ୍ୱାର ଖୋଲାଯାଉନଥିବାରୁ ବର୍ଷିଲେଣି ପୁରୀ ବାସିନ୍ଦା ଓ ବୁଦ୍ଧିଜୀବୀ ।

Advertisment

ଜଗା ଦର୍ଶନାର୍ଥୀଙ୍କୁ କଲବଲ କଲାଣି ବ୍ୟାରିକେଡ୍ ଯନ୍ତ୍ରଣା । ସିଂହଦ୍ୱାର ଆଗରେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍ ରେ ରହି ଭକ୍ତ ଅତିଷ୍ଠ ହୋଇ ପଡୁଥିଲେ ବି ପୁରୀ ପ୍ରଶାସନ କି ମନ୍ଦିର ପ୍ରଶାସନ କାହାକୁ ଫରକ ପଡୁନି । ପଞ୍ଚୁକ ପୂର୍ବରୁ ଆଜିର ପୁଣି ଦେଖିବାକୁ ମିଳିଥିଲା ଅସମ୍ଭାଳ ସ୍ଥିତି । ଭକ୍ତ କହିଲେଣି ଆଉ ପୁରୀ ଆସିବୁନି, ତେଣେ ଚାରିଦ୍ୱାର ଖୋଲାଯାଉନଥିବାରୁ ବର୍ଷିଲେଣି ପୁରୀ ବାସିନ୍ଦା ଓ ବୁଦ୍ଧିଜୀବୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ