Advertisment

ଧର୍ମ କୁଆଡ଼ୁ ଆସିଲା.. ଏଗୁଡ଼ା ସବୁ ଭାଣ୍ଡାମୀ.. ରାହୁ ଖାଇଲା, କେତୁ ବାନ୍ତି କଲା..!

୭ ଦିନ ଭିତରେ ଉତ୍ତର ନରଖିଲେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।

Advertisment

ଧର୍ମ କୁଆଡ଼ୁ ଆସିଲା..ଏଗୁଡ଼ା ସବୁ ଭାଣ୍ଡାମୀ.. ରାହୁ ଖାଇଲା, କେତୁ ବାନ୍ତି କଲା.. ହିନ୍ଦୁ ଧର୍ମ କାହିଁକି ଅଛି.. ଟିଭି ଚ୍ୟାନେଲ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଆଇନ୍ ବିରୋଧୀ ହିନ୍ଦୁ ଓ ବ୍ରାହ୍ମଣ ସମାଜ ପ୍ରତି ଅପମାନ। ଏହା ଦର୍ଶାଇ ହେତୁବାଦୀ ପ୍ରତାପ ରଥଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଆଇନଜୀବୀ ସନ୍ଦୀପନ ମିଶ୍ର। ପ୍ରତାପଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍‌ରେ ତାଙ୍କ ବିରୁଦ୍ଧରେ କାହିଁକି ମାମଲା ରୁଜୁ ନହେବ ଜବାବ ଦେବାକୁ କୁହାଯାଇଛି। ୭ ଦିନ ଭିତରେ ଉତ୍ତର ନରଖିଲେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।

Advertisment
Solar Eclipse Superstition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ