Advertisment

ରାଜଧାନୀର ନୂଆ ଡେଥ୍ ଜୋନ୍ ବମିଖାଲ ରାସ୍ତା

ପ୍ରତି ମିନିଟରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଉପରେ ଯେମିତି କାହାରି ବି ନଜର ନାହିଁ ।

Advertisment

ରାଜଧାନୀର ନୂଆ ଡେଥ୍ ଜୋନ୍ ବମିଖାଲ ରାସ୍ତା । ଏ ରାସ୍ତା ସହ ଆଗରୁ ଟିକିଏ ପରିଚୟ ନଥାଇ ସାମାନ୍ୟ ଦ୍ରୁତ ଗତିରେ ଯାତ୍ରା କଲେ, ଯେକୌଣସି ମୁହୂର୍ତ୍ତିରେ ଜୀବନ ଚାଲିଯିବାର ଆଶଙ୍କା । ସ୍ମାର୍ଟ ସିଟିର ଅନ୍ୟତମ ବ୍ୟସ୍ତବହୁଳ ରସୁଲଗଡ଼ ଓ କଳ୍ପନାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଭୟଙ୍କର ଅବସ୍ଥା। ପ୍ରତି ମିନିଟରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଉପରେ ଯେମିତି କାହାରି ବି ନଜର ନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ