Advertisment

ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଜୁଳି କାଟ୍, ରାତି ଅଧରେ କରେଣ୍ଟ ବିନା କଲବଲ ଜନ ଜୀବନ

ଏପରିଦୃଶ୍ୟ କେଉଁ ଉପାନ୍ତ କି ଅବେହଳିତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।

Advertisment

ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଜୁଳି କାଟ୍ । ରାତି ଅଧରେ କରେଣ୍ଟ ବିନା କଲବଲ ଜନ ଜୀବନ । ଘଡ଼ିଏ ଘର ଭିତରେ ତ, ଆର ଘଡ଼ିକ ଘର ବାହାରେ । ହାତରେ ବିଞ୍ଚଣା ଆଉ ଗାମୁଛା ଧରି ଲୋକେ ରାହା ଖୋଜୁଛନ୍ତି । ଏପରିଦୃଶ୍ୟ କେଉଁ ଉପାନ୍ତ କି ଅବେହଳିତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।

Advertisment
Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ