Advertisment

ଦୁଇମାସ ପରେ ବି ଶବର ମିଳୁନି ପରିଚୟ !

ଚଳିତ ସପ୍ତାହରେ ଶେଷ ପର୍ଯ୍ୟାୟ DNA ରିପୋର୍ଟ ଆସିବା ପରେ ସରକାର ନିଷ୍ପତ୍ତି ନେବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ।

Advertisment

ଦୁଇମାସ ପରେ ବି ଶବର ମିଳୁନି ପରିଚୟ । ବାହାନଗା ଟ୍ରେନ୍ ଟ୍ରାଜେଡିକୁ କାଲି ପୂରିବ ଦୁଇ ମାସ । ଏବେ ବି AIIMS କଣ୍ଟେନରରେ ପଡ଼ିଛି ୨୯ ଅଚିହ୍ନା ମୃତଦେହ । ଚଳିତ ସପ୍ତାହରେ ଶେଷ ପର୍ଯ୍ୟାୟ DNA ରିପୋର୍ଟ ଆସିବା ପରେ ସରକାର ନିଷ୍ପତ୍ତି ନେବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ।

Advertisment
Bhubaneswar AIIMS DNA TEST
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ