• Astrospeak
  • Live TV
  • Read In English

ଡାଇନେସୋର ଭଳି ପୃଥିବୀରୁ ବିଲୁପ୍ତ କି ବାଘ ! ବୁଡିଯିବ କି ବାଘ ବଂଶ ! ବିପଦରେ ଦେଶର ଜାତୀୟ ପଶୁ । ଦିନକୁ ଦିନ କମୁଛି ସଂଖ୍ୟା । ଦିନେ ଲକ୍ଷେ ଥିଲା, ଆଜି ହଜାରେ । କେବେ ଚମଡା-ହାଡ ପାଇଁ ତ କେବେ ଜଙ୍ଗଲ ଅଭାବରୁ ବଳି ପଡୁଛି ବାଘ । ସମଗ୍ର ବିଶ୍ୱରେ ବାଘ ଏବେ ଏକ ବିଲୁପ୍ତପ୍ରାୟ ପ୍ରଜାତି । ପ୍ରାୟ ୧୦୦ ବର୍ଷ ତଳେ ପୃଥିବୀରେ ବାଘ ସଂଖ୍ୟା ଲକ୍ଷେରୁ ଅଧିକ ଥିବା ଅନୁମାନ କରାଯାଏ । ହେଲେ ଏବେ ବିଶ୍ୱରେ ମାତ୍ର ୪୦୦୦ ବାଘ ବଞ୍ଚିଛନ୍ତି । ଏପରି ଯଦି ବାଘ ସଂଖ୍ୟା କମି ଚାଲେ, ତାହେଲେ ଆମେ ବାଘ ଯେ କେବଳ ଫଟୋରେ ଦେଖିବା, ସେଦିନ ବେଶୀ ଦୂର ନୁହେଁ