By: Sonali Ojha
Last updated: 01 August 2024, 01:25 PM IST
ହୁହୁହୋଇ ମାଡ଼ି ଆସୁଛି ସମୁଦ୍ର । ଚାହୁଁ ଚାହୁଁ ଲଂଘୁଛି କୂଳ । ଏଇ ବର୍ଷକ ଭିତରେ ପ୍ରାୟ ୫୦ ମିଟର ଆଗକୁ ସମୁଦ୍ର କୂଳ ଲଙ୍ଘିସାରିଲାଣି । ଗାଁରେ ମଧ୍ୟ ଜୁଆର ପାଣି ପଶି ଲୋକଙ୍କୁ ହନ୍ତସନ୍ତ କରୁଛି ।