By: Sonali Ojha
Last updated: 31 July 2024, 01:12 PM IST
ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା। ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ମଣିଷ ଓ ବିଶାକ୍ତ ନାଗସାପ। ସତେ ଯେମିତି ଭକ୍ତି ଆଗରେ ଡର ହାର ମାନିଛି। ୩୦ ବର୍ଷ ହେଲା ଘରେ ପୂଜା ପାଇ ଆସୁଛନ୍ତି ସର୍ପ ଦେବତା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଗୋପବନ୍ଧୁ ନଗରରେ।