""
ଓଡିଶା Videos ଚାଷୀ ହାତର କମାଲ....ପରିବା ନୁହେଁ, ଚାଷକୁ ଦେଖି ପେଟ ପୂରିଯାଉଛି ପରିବା ନୁହେଁ, ଚାଷକୁ ଦେଖି ପେଟ ପୂରିଯାଉଛି । ଓଃ କି ସୁନ୍ଦର ଫସଲ... ତଟକା ତଟକା ବାଇଗଣ, ଛନଛନିଆ ଫୁଲ କୋବି... ବନ୍ଧି କୋବି ବି ଖେତରେ ହସୁଛି । ଆଉ ଏ କଞ୍ଚା ଲଙ୍କାକୁ ଦେଖନ୍ତୁ, କେଡେ ସୁନ୍ଦର ହୋଇଛି । ପୂରା ଏ ଫସଲକୁ ଦେଖି, ଆପଣ ନିଶ୍ଚୟ ଭାବୁଥିବେ ଏ କୌଣସି ପୁରୁଣା ଚାଷୀ ହାତର କମାଲ । 25 Jan 2025 13:12 ISTPallipuspa Samal Follow UsYouths Turn to FarmingAdvertisment Read More Bhadrak Organic Farming