Advertisment

ଏମିତି ଗାଁ, ବିବାହ ପରେ ବିଧବା ହେଉଛି ନବବଧୂ !

ଗାଁ ସାଜିଛି ଅଭିଶପ୍ତ ! ବିବାହ ପରେ ବିଧବା ହେଉଛି ନବବଧୂ ! ୩୦ ବର୍ଷୀୟ ଯୁବକ ହରାଉଛନ୍ତି ପ୍ରାଣ ! ଏ ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଦୟାଲତଙ୍ଗ ଗାଁର ଚିତ୍ର । ଏଠି ଯେମିତି ମୃତ୍ୟୁ ଛକି ବସିଛି ।

ଅଦ୍ୟତନ ହୋଇଛି
Advertisment

ଗାଁ ସାଜିଛି ଅଭିଶପ୍ତ ! ବିବାହ ପରେ ବିଧବା ହେଉଛି ନବବଧୂ ! ୩୦ ବର୍ଷୀୟ ଯୁବକ ହରାଉଛନ୍ତି ପ୍ରାଣ ! ଏ ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଦୟାଲତଙ୍ଗ ଗାଁର ଚିତ୍ର । ଏଠି ଯେମିତି ମୃତ୍ୟୁ ଛକି ବସିଛି । ଗାଁରେ ମୋଟ୍‌ ୧୨ଟି ଘର ରହିଥିବା ବେଳେ ଜନସଂଖ୍ୟା ରହିଛି ମାତ୍ର ୪୫ । ସେଥିମଧ୍ୟରୁ ୧୨ ଜଣ ପୁରୁଷ ଥିବାବେଳେ ୩୧ ଜଣ ମହିଳା ରହିଛନ୍ତି । ଆଉ ଏହି ଗାଁରେ ବିଧବାଙ୍କ ସଂଖ୍ୟା ୧୨ରେ ପହଞ୍ଚିଲାଣି । କୁହାଯାଉଛି ପୁରୁଷଙ୍କୁ ବୟସ ୩୦ ଛୁଇଁବା କ୍ଷଣି ହାତ ଠାରି ଡାକୁଛି ମୃତ୍ୟୁ । ବିଭିନ୍ନ ରୋଗର ଶିକାର ହୋଇ ସ୍ତ୍ରୀ ଆଗରେ ଚାଳିଯାଉଛି ସ୍ୱାମୀଙ୍କ ଜୀବନ । 

Advertisment
Odisha News Mysterious Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ