Women Protest Over Drinking Water Crisis, Lock Block Office Gate After in Aul
Advertisment
ପିଇବାପାଣି ସମସ୍ୟା ନେଇ ସରପଞ୍ଚ ଓ ବିଡିଓଙ୍କୁ ଅବଗତ କଲେ ହେଲେ ଏକମାସ ବିତିଗଲା କିନ୍ତୁ ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। ଶେଷରେ ମହିଳାମାନେ ଏକାଠିହୋଇ ବ୍ଲକ କାର୍ଯ୍ୟାଳୟରେ ପହଁଚି ଗେଟରେ ତଲାପକାଇଥିଲେ। ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପରିସରର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us