Advertisment

Flood-Hit Balasore : ପାଣି ଘେରରେ ଲୋକେ

ବାଲେଶ୍ୱରର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ। ଲୋକେ ପାଣି ଘେରରେ ଅଛନ୍ତି। ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ମାଉସୀ ଦୋକାନ ଘରେ ବସିଛନ୍ତି। ତାଙ୍କ ଘରେ କିନ୍ତୁ ଆଣ୍ଠିଏ ପାଣି।

Flood In Odisha Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ