Advertisment

ଚକ୍ର ପରେ କାହା ପାଳି ?

ରାଜାଙ୍କୁ ଜରିଆ କରି ବଡ ମାଛ ଧରିବାକୁ ଯୋଜନା କରିଛି କି EOW ? ବଡ ନେତା,  ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କ ପାଖରେ ପହଞ୍ଚିବ କି କ୍ରାଇମବ୍ରାଞ୍ଚ ? ବଦ୍ରିଙ୍କ ବୟାନ ପରେ ବଢିଲା ଚର୍ଚ୍ଚା। ତଦନ୍ତ ପରିସର ଭୁକ୍ତ ହେବେ କି ରାଜାଙ୍କୁ ସାହାଯ୍ୟ କରିଥିବା ପୂର୍ବତନ ଜିଲ୍ଲାପାଳ ଆଉ ଏସପି ? ରାଜା ଚକ୍ରଙ୍କୁ ଗିରଫ ପରେ ଏବେ ଏମିତି ପ୍ରଶ୍ନ। ଏସବୁ ଭିତରେ ଗିରଫ ରାଜଚକ୍ରଙ୍କୁ ଆଜି ୧୪ ଦିନିଆ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

EOW
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ