Advertisment

ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ

ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଏଥିପାଇଁ  ସବୁ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ଆଉ ଟ୍ରାଏଲ୍ ରନ୍ ନୁହେଁ ବରଂ ସିଧା ପ୍ରକ୍ରିୟା ଚାଲୁହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଭକ୍ତ ଏହାକୁ ସ୍ବାଗତ କରିଥିବା ବେଳେ ସେପଟେ ବିନା ଟ୍ରାଏଲରେ ଧାଡ଼ି ଦର୍ଶନ ଲାଗୁକୁ ବରିଷ୍ଠ ସେବାୟତ ନାପସନ୍ଦ କରିଛନ୍ତି।

Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ