Advertisment

କାହିଁକି ମୁଣ୍ଡନ ହେଲେନି ବାବୁସାନ୍‌ ?

ବାବୁସାନ ଉତ୍ତମଙ୍କର ସମସ୍ତ କ୍ରିୟା କରିଥିଲେ, କାହିଁକି  ମୁଣ୍ଡନ ହୋଇନଥିଲେ, ଯାହାକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର।

Advertisment

ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଦଶାହ ସରିଛି। ଆଜି ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଉତ୍ତମଙ୍କ ଅସ୍ଥି ବିସର୍ଜନ କରିଛନ୍ତି ବାବୁସାନ। ହେଲେ ଉତ୍ତମ ମହାନ୍ତିଙ୍କର ଦଶାହରେ ପରିବାର ବର୍ଗଠାରୁ ଆରମ୍ଭ କରି ସଂପର୍କୀୟ ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡନ ହୋଇଥିଲେ। ହେଲେ ବାବୁସାନ ମୁଣ୍ଡନ ହୋଇନଥିଲେ।

Advertisment

ବାବୁସାନ ଉତ୍ତମଙ୍କର ସମସ୍ତ କ୍ରିୟା କରିଥିଲେ, କାହିଁକି  ମୁଣ୍ଡନ ହୋଇନଥିଲେ, ଯାହାକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର। ସେ କହିଛନ୍ତି, ବାବୁସାନ୍‌ ଫିଲ୍ମ ସୁଟିଂ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାରୁ ସେ ମୁଣ୍ଡନ ହୋଇନାହାନ୍ତି। ଫିଲ୍ମ ସୁଟିଂସରିବା ପରେ ତ୍ରିବେଣୀ ସଂଗମ ଯାଇ ଶ୍ରାଦ୍ଧ କରିବା ସହ ମୁଣ୍ଡନ ହେବେ।

Babushaan Uttam Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ