Advertisment

କିଏ ହେବେ ନୂଆ ସରକାରରେ ଆଡଭୋକେଟ୍ ଜେନେରାଲ ?

ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି।

Advertisment

କିଏ ହେବେ ନୂଆ ସରକାରରେ ଆଡଭୋକେଟ୍ ଜେନେରାଲ ? ମୋହନ ସରକାରକୁ ମାସେ ବିତିଥିଲେ ବି ଏଜି ପଦବୀ ଏବେ ବି ଖାଲି । ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ବିରୋଧୀ ଉଠାଇଲେ ପ୍ରଶ୍ନ। ଏପଟେ ସରକାରୀ ସ୍ତରରେ ଏନେଇ ଆରମ୍ଭ ହୋଇଛି କସରତ। ରେସରେ ଆଗରେ ଅଛନ୍ତି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ