Advertisment

ନାବାଳକଟିକୁ ବାବା ଦର୍ଶାଇ ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଭାଣ୍ଡାମୀ ଅଭିଯୋଗ ମାମଲାରେ ନୂଆମୋଡ଼

କାହିଁକି ଓ କେଉଁ ପରିସ୍ଥିତିରେ ଭଗବାନ ଆଖ୍ୟା ଦିଆଯାଇଥିଲା ପାଠ ପଢ଼ୁଆ ନାବାଳକଟିକୁ ?

Advertisment

ନାବାଳକଟିକୁ ବାବା ଦର୍ଶାଇ ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଭାଣ୍ଡାମୀ ଅଭିଯୋଗ ମାମଲାରେ ନୂଆମୋଡ଼। ଯେଉଁ ନାବାଳକ ପୁଅକୁ ବିଷ୍ଣୁଙ୍କ ଅବତାର କହୁଥିଲେ ଆଶ୍ରମ ମୁଖ୍ୟ ଏବଂ ଅନୁଗତ, ଆଜି ସାମ୍ନାକୁ ଆସି ଖଣ୍ଡନ କରିଛନ୍ତି ତାଙ୍କ ବାପା। କହିଛନ୍ତି, ମୋ ପୁଅ ଠାକୁର ନୁହେଁ। ତେବେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରେ ତଥାକଥିତ ନାବାଳକ ବାବା ପ୍ରସଙ୍ଗରେ ବାସ୍ତବତା କ’ଣ ? ଟିକି ପିଲାଟିକୁ କିଏ ସଜାଇଥିଲା ବିଷ୍ଣୁଙ୍କ ଅବତାର ? କାହିଁକି ଓ କେଉଁ ପରିସ୍ଥିତିରେ ଭଗବାନ ଆଖ୍ୟା ଦିଆଯାଇଥିଲା ପାଠ ପଢ଼ୁଆ ନାବାଳକଟିକୁ ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ