Advertisment

ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ ?

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି ।

Advertisment

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି । ତେବେ ଆଗକୁ ଏଭଳି ଅଘଟଣ ରୋକିବାକୁ କମିଟିର ୮ ସୂତ୍ରୀ ପ୍ରସ୍ତାବ କିନ୍ତୁ ଗ୍ରହଣ କରିଛି । ସେପଟେ ଭକ୍ତଙ୍କ ସହଜ ଦର୍ଶନ ବ୍ୟବସ୍ଥାକୁ ମିଟିଂରେ ଗୁରୁତ୍ୱ ଦିଆଯିବା ସହ ଶ୍ରୀମନ୍ଦିରର ନିଜସ୍ୱ ଏଫଏମ୍ ରେଡିଓ ପ୍ରତିଷ୍ଠା ଏବଂ ରତ୍ନଭଣ୍ଡାର ଦ୍ୱାରର ସୁନା ଛାଉଣୀ ପାଇଁ ହୋଇଛି ନିଷ୍ପତ୍ତି । ଅଯଥା ମାଳ ମାଳ ସେବାୟତଙ୍କ ଭିଡ଼ ? ମହାପ୍ରଭୁଙ୍କୁ ଛାଡ଼ି ମୋବାଇଲ୍ ଫୋନ୍ ଉପରେ ଧ୍ୟାନ ? ଅବା ଅଭିଜ୍ଞ ସେବାୟତଙ୍କ ପରିଚାଳନାଗତ ତ୍ରୁଟି ?

Advertisment
Srimandir SJTA Chief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ