ଯେଉଁଠି ଠୁମୁକା ମାରିବି ସେଇଠି ହେବ ଖଣ୍ଡଗିରି ମେଳା । ଓଡିଶାର ଲୋକ ଜାଣିଛନ୍ତି ମୁଁ କ’ଣ କରେ ? ଖଣ୍ଡଗିରି ମେଳାରୁ ମୁଁ କିଛି ଆଶା କରିନି । ମୁଁ ଗୋଟିଏ ଗରିବ ଘରର ଝିଅ । କାମ କଲେ ତ ଚଳିବି । ଯାହାର ଟ୍ୟାଲେଣ୍ଟ ଅଛି ସେ କେଉଁଠାରେ ହାର ମାନିବନି ।