Advertisment

କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ?

କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? କେବେ ହେବ କାର୍ଯ୍ୟନୁଷ୍ଠାନ ? ଉଚ୍ଚସ୍ତରୀୟ କମିଟି ତଦନ୍ତର ଏବେ ସ୍ଥିତି କ‘ଣ ? ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ ।

Advertisment

କିଟ୍ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ଏହା ପରବର୍ତ୍ତୀ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିକୁ ମାସେ ପୁରିଲାଣି । ଏହାରି ଭିତରେ ଟିମ୍ ଗ୍ରାଉଣ୍ଡକୁ ଯିବା ସହ ୩ଟି ପର୍ଯ୍ୟାୟରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସଂସ୍ଥାର ୧୭ ଜଣ ଅଧିକାରୀ ଏବଂ ୩ ଜଣ ଛାତ୍ରଛାତ୍ରୀଙ୍କୁ ବି ପଚାର ଉଚରା କରିଛି । ହେଲେ ସେ ତଦନ୍ତର ଏବେ ସ୍ଥିତି କ‘ଣ, କାହିଁକି ରିପୋର୍ଟ ସାର୍ବଜନୀନ କରାଯାଉନି ତାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ ।

Advertisment
Achyuta Samanta KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ