Potato Crisis
Advertisment
ରାଜବ୍ୟାପୀ ଆଳୁ ହଲଚଲ୍। ଦର ଶୁଣି ହଲକ ଶୁଖିଯାଉଛି। କୁତ୍ରିମ ଅଭାବ ଯୋଗୁ ଖାଉଟି କଲବଲ ହେଉଛି । ପ୍ରାୟ ୪ ଦିନ ହୋଇଗଲାଣି, ସ୍ବାଭାବିକ ସ୍ଥିତିକୁ ଫେରିପାରୁନି ଆଳୁର ଦାମ୍ । କେଉଁଠି ବିକ୍ରି ହେଉଛି ୪୦ ଉପରେ ତ ଆଉ କେଉଁଠି ୫୦। ଭୁବନେଶ୍ୱର, ବାଲେଶ୍ବର ଏବଂ ବ୍ରହ୍ମପୁରରେ ୪୫ ଏବଂ କଟକ ଛତ୍ର ବଜାରରେ ସର୍ବାଧିକ ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us