Ratna Bhandar
Advertisment
ରତ୍ନଭଣ୍ଡାର ଖୋଲାଯିବା ପରେ ବି ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଥମୁନି। କାରଣ ଭିତର ଭଣ୍ଡାରରୁ ରତ୍ନ ସ୍ଥାନାନ୍ତରକୁ ୩ ଦିନ ବିତିଥିଲେ ବି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ କେବେ ଲେଜର ସ୍କାନିଂ ଏବଂ GPRS ହେବ, ଏଥିପାଇଁ ନୂଆ SOP କେବେ ଆସିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । କେହି କେହି କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ବି ଏଣ୍ଡୋସ୍କୋପି ଉପରେ ଜୋର ଦେଇଛନ୍ତି । ତେବେ ରତ୍ନଭଣ୍ଡାରର ସ୍ଥାୟିତ୍ବ ସହ ଭଣ୍ଡାରରୁ ବାହାରିଥିବା ରତ୍ନ-ଅଳଙ୍କାର ସବୁର ଚିହ୍ନଟ, ଗଣତି-ମଣତି କାମ ବି ଶୀଘ୍ର ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us