Advertisment

ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଏମିତି ହୋଇପାରେ ସମ୍ଭାବ୍ୟ ରତ୍ନଭଣ୍ଡାର SOP । ସାତ୍ତ୍ୱିକ ଆହାର ଭୋଜନ, ସେବାୟତଙ୍କ ଭଳି ପୋଷାକ ପରିଧାନ ! ଶ୍ରୀଲୋକନାଥଙ୍କ ଆଗରେ ଶପଥ, ବାହାରେ କରିବେନି ରହସ୍ୟ ପ୍ରଘଟ !

Advertisment

ଆଉ ଖାଲି ରାତିକ ଅପେକ୍ଷା । ୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟାଇ, ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ମହାପ୍ରଭୁଙ୍କ ମହଣ ମହଣ ଦୁର୍ମୂଲ୍ୟ ଅଳଙ୍କାର ଥିବା ଏହି ରହସ୍ୟମୟ ଭଣ୍ଡାରଘରକୁ ନେଇ ଉତ୍ସାହ ଓ ଉତ୍କଣ୍ଠା ଲାଗି ରହିଥିବା ବେଳେ, ଅପେକ୍ଷା ରହିଛି ରାଜ୍ୟ ସରକାରଙ୍କ ପକ୍ଷରୁ SOP ଅନୁମୋଦନକୁ । ରତ୍ନଭଣ୍ଡାରରେ ପ୍ରବେଶ, ଅଳଙ୍କାର ଗଣତି ମଣତି ଓ ଭଣ୍ଡାରଘର ମରାମତି ପାଇଁ କେଉଁସବୁ ବିଧିବ୍ୟବସ୍ଥା ପାଳନ ହେବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଆସନ୍ତୁ ନଜର ପକାଇବା କିଛି ସମ୍ଭାବ୍ୟ SOP ଉପରେ ।

Advertisment
Srimandir SOP Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ