Advertisment

‘ନାଲି ଆଖି ଦେଖାନି କହି ଦେଉଛି’

IRB ବାଟାଲିଅନ, OSAP, ଫାୟାର ମ୍ୟାନ ଓ PMT ଡ୍ରାଇଭର ପରୀକ୍ଷାର୍ଥୀଙ୍କ ପରୀକ୍ଷା ବୟସସୀମା ବୃଦ୍ଧି ଦାବିରେ ବିଧାନସଭା ଆଗରେ ଆନ୍ଦୋଳନ।

Advertisment

IRB ବାଟାଲିଅନ, OSAP, ଫାୟାର ମ୍ୟାନ ଓ PMT ଡ୍ରାଇଭର ପରୀକ୍ଷାର୍ଥୀଙ୍କ ପରୀକ୍ଷା ବୟସସୀମା ବୃଦ୍ଧି ଦାବିରେ ବିଧାନସଭା ଆଗରେ ଆନ୍ଦୋଳନ। ପୂର୍ବରୁ ଏସବୁ ଚାକିରି ଲାଗି ବାୟସସୀମା ୨୩ ବର୍ଷ ରହିଥିଲା। ହେଲେ ଗତ ୧୦ ବର୍ଷ ଭିତରେ ଆଉ କୌଣସି ନିଯୁକ୍ତି ବାହାରିନଥିଲା। ଏବେ ୨୦ ବର୍ଷ ପରେ ନିଯୁକ୍ତି ବାହାରିଥିବାରୁ ଅନେକଙ୍କ ବୟସ ଆବେଦନ ପାଇଁ ଉପଯୁକ୍ତ ହେଉନି। ସେଥିପାଇଁ ବହୁ ଚାକିରି ଆଶାୟୀ ବଞ୍ଚିତ ହୋଇଛନ୍ତି। ଯାହାର ପ୍ରତିବାଦ କରି ନ୍ୟାୟ ଦାବିରେ students against corruption ପକ୍ଷରୁ ବିଧାନ ସଭା ଘେରାଉ କରାଯାଇଛି। 

Advertisment
Odisha Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ