Advertisment

ଉତ୍ତମଙ୍କ ମୁହଁରେ ତାଙ୍କ ଜୀବନର ଅଭୁଲା ସ୍ମୃତି

ରାମାୟଣରେ ଉତ୍ତମ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିବାକୁ ଚାହିଁଥିଲେ। ହେଲେ ତାଙ୍କୁ ମିଳିଯାଇଥିଲା ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ।

Advertisment

ବାହୁଡ଼ି ଯାଇଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀର ବେତାଜ୍ ବାଦଶାହ ଉତ୍ତମ ମହାନ୍ତି। ହେଲେ ପଛରେ ଛାଡ଼ି ଯାଇଛନ୍ତି କାହିଁ କେତେ ଅଭୂଲା ସ୍ମୃତି। ରାମାୟଣରେ ହଠାତ ରାମଙ୍କ ଚରିତ୍ରରେ ଅଭିନୟ କରିବା ହେଉ। ଅବା ନିଜ ଚମତ୍କାର ଅଭିନୟରେ ନିର୍ଦ୍ଦେଶକଙ୍କୁ ଆଶ୍ଚର୍ଯ୍ୟ କରିଦେବା କଥା ହେଉ। ଏମିତି କେତେ କଣ ସ୍ମୃତି ରହିଛି ଉତ୍ତମଙ୍କର। ଆସନ୍ତୁ ନଜର ପକାଇବା ସେଭଳି କିଛି ସ୍ମୃତି ଉପରେ ।

Advertisment
Uttam Mohanty Ollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ