ଓଡିଶା Videos ବାଃ ବାଃ ଆମ ଓଡ଼ିଆ ଅସ୍ମିତା; ସବୁ ସାରି ଦେଲେ ସାହୁ ଭାଉଜ ଦେଖିଲେ ତ... ଇଏ କୁଆଡ଼େ ଆମ ଓଡ଼ିଆ ଅସ୍ମିତା । ଆମ କଳା ସଂସ୍କୃତିର ଝଲକ୍ କେମିତି ମଞ୍ଚ ଉପରେ ପରିବେଶଣ ହେଉଛି । ହେଲେ ସବୁ ଦେଖି ସମସ୍ତେ ଏଠି ଯେମିତି ନୀରବଦ୍ରଷ୍ଟା । ଆମ ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଏ ଅଶ୍ଳୀଳ ନୃତ୍ୟ ସେ ସବୁକୁ ଯେମିତି ଆଖିଠାର ମରୁଛି । 25 Sep 2024 15:36 ISTPallipuspa Samal Follow Usspecial storyAdvertisment Read More Viral Video