ଅଦ୍ୟତନ ହୋଇଛି
Violent Clash in Rourkela Over Railway Line Project: Youth Crushed by JCB, Tension Erupts
Advertisment
ନୂଆ ରେଳ ଲାଇନ ନିର୍ମାଣକୁ ବିରୋଧବେଳେ ରାଉରକେଲାରେ ତୁମୁଳକାଣ୍ଡ। ବନ୍ଧମୁଣ୍ଡାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ। ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ। ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us