ନୂଆ ଚାଲ୍ ନା ମୂଳପୋଛ ଭୟ ?
Advertisment
ଗୋଟିଏ ପଟେ ନିର୍ଣ୍ଣାୟକ ମୋଡ଼ରେ ମାଓ ବିରୋଧରେ ସୁରକ୍ଷାକର୍ମୀଙ୍କ ଲଢ଼େଇ, ଆରପଟୁ ଶାନ୍ତି ପାଇଁ ଲାଲ୍ କ୍ୟାଡରଙ୍କ ସର୍ତ୍ତମୂଳକ ଅପିଲ୍। ତେବେ କାହିଁକି ? କଥା କଥାରେ ବନ୍ଧୁକ ଉଠାଇ ହିଂସା ଭିଆଉଥିବା ଲାଲବାହିନୀର ଏହା ଭିନ୍ନ ଏକ ଚାଲ୍ ନୁହେଁ ତ? ଏପଟେ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ପୁଣି ମାଓବାଦୀଙ୍କୁ ଅପିଲ୍ କରିଥିବାବେଳେ ଓଟିଭି କ୍ୟାମେରାରେ ନକ୍ସଲ ଗଡ଼ର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ଜଣେ ପୂର୍ବତନ ମହିଳା ମାଓବାଦୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us