Advertisment

ଜଙ୍ଗଲ ଆମ ମା’, ଆମେ କରୁଛୁ ତା’ ର

ଦିନ ଥିଲା ଆମ ପୂର୍ବ ପିଢ଼ି ପୋଡ଼ୁ ଚାଷ କରୁଥିଲେ, ଜଙ୍ଗଲରେ ମୂଲ୍ୟବାନ ଗଛ କାଟି ପରିବେଶ ନଷ୍ଟ କରୁଥିଲେ l କିନ୍ତୁ ଏବେ ଆମେ ଆମ ଜଙ୍ଗଲର ମହତ୍ତ୍ଵ ବୁଝୁଛୁ l ଜଙ୍ଗଲ ହେଉଛି ଆମ ମାଆ l ସେଥିପାଇଁ ଆମେ ଆମ ଗାଁ ଜଙ୍ଗଲକୁ ସୁରକ୍ଷିତ ରଖିଛୁ l ଏ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନଖଣି ଗାଁ ମୌଜାର ଜଙ୍ଗଲ l

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ