Advertisment

ଗାଁ ଦାଣ୍ଡରେ ଲାଞ୍ଜ ପିଟୁଛନ୍ତି କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ

ଗାଁ ଦାଣ୍ଡରେ ଲାଞ୍ଜ ପିଟୁଛନ୍ତି କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ। ଡେକ୍ଚି ଡେକ୍ଚି ମାଛ ଢାଳି ଦିଆ ଯାଇଛି। ଗାଁ ପୋଖରୀ ମରା ହୋଇଛି। ଏବେ ଠା କୁ ଠା ଭାଗ ବଣ୍ଟା ଚାଲିଛି। କାହାକୁ ଅସମାନ ନାହିଁ। ଆରେ ଗାଁ ପୋଖରୀ ଗାଁ ଲୋକେ ଖାଇବେ। କାର୍ପଣ୍ୟ ନାହିଁ କି କମ୍ ବେଶି ନାହିଁ। ସାରା ଗାଁରେ ମାଛ ଧରାକୁ ନେଇ ଛୁଆଠୁ ବୁଢା ସମସ୍ତେ ଉତ୍ସାହିତ। ଦର୍ଶକ ବନ୍ଧୁ ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା ପଞ୍ଚାୟତ ଗୋବିନ୍ଦପୁର ଗାଁର ଦୃଶ୍ୟ। ଆପଣଙ୍କୁ ଏ ନିଆରା ଦୃଶ୍ୟ ଟିକେ ଅଜବ ଲାଗୁଥିବ ନିଶ୍ଚୟ। ଏଠି ଏମିତି କାହିଁକି ଚାଲିଛି। କଥା ହେଲା ବର୍ଷକରେ ଥରେ ଏ ଗାଁରେ ଏମିତି ହିଁ ମାଛ ବଣ୍ଟା କୁଣ୍ଟା ହୁଏ। ଗାଁ ସାରା ଲୋକେ ଏକାଠି ହୁଅନ୍ତି ଏବଂ ମିଳିମିଶି ମାଛ ଧରିଲା ପରେ ସମସ୍ତେ ବାଣ୍ଟି କୁଣ୍ଟି ନିଅନ୍ତି।

Fishing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ