By: Sonali Ojha
Last updated: 18 May 2024, 10:28 AM IST
ଏ ହେଉଛି ସ୍ୱାଧୀନତାର ସାତ ଦଶନ୍ଧି ପରର ଚିତ୍ର । ଟିୱେଲ୍ ଅଛି ହେଲେ ପାଣି ବାହାରୁନି । ରାସ୍ତା ନାହିଁ... ବିଦ୍ୟୁତ୍ ବି ପହଞ୍ଚିପାରିନି । ଭୋଟ୍ ବେଳେ ସରକାର ଦେଇଥିବା ସବରୁ ପ୍ରତିଶ୍ରୁତି ଏଠି ପାଣିର ଗାର ପାଲଟିଛି । ଗାଁର ପୁଅମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ ନିର୍ବାଚନ ସମୟରେ ପୁରୁଷ ଶୂନ୍ୟ ପାଲଟିଛି ଗାଁ ।