Advertisment

ମୋହନ ସରକାରକୁ ୮ ମାସ ପରେ ବି ପଦ ଫାଙ୍କା

ଖାଲି ପଡ଼ିଛି କୋଠା, ନାହାନ୍ତି ଅଧ୍ୟକ୍ଷ । ବିଜେଡି ଯାଇ ବିଜେପି କ୍ଷମତାକୁ ଆସିବାର 8 ମାସ ପରେ ବି ନିଷ୍କ୍ରିୟ ପଡ଼ିଛି ବହୁ ସାମ୍ବିଧାନିକ ସଂସ୍ଥା । ଖାଲି ପଡିଛି ସୂଚନା କମିଶନ୍, ଲୋକାୟୁକ୍ତ ଅକାମ ।

Advertisment

ରାଜ୍ୟରେ ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା ଏକ ପ୍ରକାର ଅଚଳ । ବିଭିନ୍ନ କମିଶନ୍ ଲାଗି ଅଧ୍ୟକ୍ଷ ପଦସବୁ ଖାଲି ପଡ଼ିଥିବାରୁ ସୃଷ୍ଟି ହୋଇଛି ଏମିତି ସ୍ଥିତି। ବଡ଼ କଥା ହେଲା ବିଜେଡି ସରକାର ବଦଳି ବିଜେପି ସରକାର ଆସିବାକୁ ୟା ଭିତରେ ୮ ମାସ ପୂରି ଥିଲେ ବି ଲୋକାୟୁକ୍ତ, ବିଦ୍ୟୁତ ଆୟୋଗ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ବହୁ ସାମ୍ବିଧାନିକ ପଦବୀରେ ନିଯୁକ୍ତି ହୋଇ ପାରୁନି । ଫଳରେ ବ୍ୟାହାତ ହେଉଛି ଜନହିତକର କାର୍ଯ୍ୟ। କେଉଁଠି ରହୁଛି ସମସ୍ୟା, କାହିଁକି ବିଳମ୍ବ କରୁଛନ୍ତି ସରକାର। ତାକୁ ନେଇ ତେଜିଛି ରାଜନୀତି ।

Advertisment
Odisha Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ