KORAPUT-AJANA-ROGA
Advertisment
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ୍ ଓଡପୁର ଗ୍ରାମରେ ଅଜଣା ରୋଗ ଆତଙ୍କ। ସପ୍ତାହକରେ ଗଲାଣି ୪ ଜଣକ ଜୀବନ। ଏବେବି କୋରାପୁଟ ମେଡିକାଲରରେ ୭ ଜଣ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେପଟେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us