Advertisment

ପୁଣି ଜୀବନ ନେଇଛି ମୁକୁଳା ଡ୍ରେନ୍

ଏହି ଘଟଣା ପରେ ଅଞ୍ଚଳରରେ ଶୋକର ଛାଇ ଖେଳିଯାଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କାମକୁ ନେଇ ତେଜୁଛି ଅସନ୍ତୋଷ।  .

Advertisment

ପୁଣି ଜୀବନ ନେଇଛି ମୁକୁଳା ଡ୍ରେନ୍ । ଭୁବନେଶ୍ୱର ପରେ ବ୍ରହ୍ମପୁରରେ ବି ମୁକୁଳା ଡ୍ରେନ ଯୋଗୁ ଯାଇଛି ଗୋଟିଏ ଅମୂଲ୍ୟ ଜୀବନ । ଘରଠୁ ମାତ୍ର କେଇ ମିଟର ଦୂରରେ ଥିବା ମୁକୁଳା ଡ୍ରେନରେ ପଡି ଚାଲିଯାଇଛି ଜଣେ ୧୧ ବର୍ଷ ବାଳକର ଜୀବନ । ଏହି ଘଟଣା ପରେ ଅଞ୍ଚଳରରେ ଶୋକର ଛାଇ ଖେଳିଯାଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କାମକୁ ନେଇ ତେଜୁଛି ଅସନ୍ତୋଷ।  .

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ