Advertisment

ଆସିବେ ପ୍ରଧାନମନ୍ତ୍ରୀ... ଏସପିଜି ପକ୍ଷରୁ ସୁରକ୍ଷା ଯାଞ୍ଚ

ଦୁଇ ଦିନ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବା ସହ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ସରକାରୀ ଓ ଦଳୀୟ ସ୍ତରରେ ଜୋରଦାର ପ୍ରସ୍ତୁତି ହୋଇଛି । ଓଡ଼ିଶା ଗସ୍ତ ବେଳେ ପିଏମ୍ ମୋଦି ରୋଡ ଶୋ\' କରିବେ। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି । ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳ ଯାଏ ଏସପିଜି ପକ୍ଷରୁ ସୁରକ୍ଷା ଯାଞ୍ଚ ହୋଇଛି।

ଅଦ୍ୟତନ ହୋଇଛି
Advertisment

ଦୁଇ ଦିନ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବା ସହ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ସରକାରୀ ଓ ଦଳୀୟ ସ୍ତରରେ ଜୋରଦାର ପ୍ରସ୍ତୁତି ହୋଇଛି । ଓଡ଼ିଶା ଗସ୍ତ ବେଳେ ପିଏମ୍ ମୋଦି ରୋଡ ଶୋ' କରିବେ। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି । ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳ ଯାଏ ଏସପିଜି ପକ୍ଷରୁ ସୁରକ୍ଷା ଯାଞ୍ଚ ହୋଇଛି।

Advertisment
PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ