By: Pallipuspa Samal
Last updated: 25 September 2024, 09:19 AM IST
ଜନ୍ମକଲା ମା’ କୁହୁଛି... ଚାବି ଖୋଲିଦେ ମୁଁ ଥାନାକୁ ଯିବି । ମୁଁ ଆଉ କେତେ ନିର୍ଯାତନା ସହିବି... ମତେ ଆଉ କେତେ ଦୁଃଖ ଦେବୁ । କେତେ ଚାବି ପକେଇ ରଖିବୁ । ଦର୍ଶକ ବନ୍ଧୁ ଏ ଜଣେ ଏମିତି ସେମିତି ମା’ ନୁହଁନ୍ତି... ତିନି ତିନିଟା ପୁଅକୁ ଅନ୍ତଚିରି ଜନ୍ମ ଦେଇଛନ୍ତି ।