Advertisment

ଶ୍ରୀମନ୍ଦିରକୁ ଉଡାଇ ଦେବାକୁ ଧମକ?

ତିନି ତିନି ଥର ହିଡେନ୍‌ କ୍ୟାମେରା। ପରେ ମେଘନାଦ ପାଚେରୀ ଡେଇଁ ପ୍ରବେଶ। ଆଉ ଏବେ ଆତଙ୍କବାଦୀ ଧମକ। ଚରିଆଡେ ଲାଗିଛି ସିସିଟିଭି। ଜଗିଛନ୍ତି ମାଳ ମାଳ ପୋଲିସ ଓ ସୁରକ୍ଷାକର୍ମୀ। ପ୍ରତି ମୁହୂର୍ତ୍ତରେ ହେଉଛି କଡ଼ା ଚେକିଂ। ତଥାପି ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ଦେଖାଦେଉଛି ତ୍ରୁଟି। ଏବେ ଆତଙ୍କବାଦୀଙ୍କ ନାଁ ନେଇ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ