Advertisment

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟୁଛି...

ଭୁବନେଶ୍ୱରରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଏବଂ ଷ୍ଟେଟ୍ ଲାଇବ୍ରେରୀ ଆଗରେ ବିକ୍ଷୋଭ କରିଛନ୍ତି ପିଲା ।

Advertisment

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟୁଛି... ସହିବାର ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ତେଜିଛି ଅସନ୍ତୋଷ । ସରକାରୀ ଚାକିରି ଖଣ୍ଡିକ ଆଶାରେ ଥିବା ମଧ୍ୟବିତ୍ତ ପିଲାଙ୍କ ମଧ୍ୟରେ ବଢ଼ିଛି ଉତ୍ତେଜନା । ଭୁବନେଶ୍ୱରରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଏବଂ ଷ୍ଟେଟ୍ ଲାଇବ୍ରେରୀ ଆଗରେ ବିକ୍ଷୋଭ କରିଛନ୍ତି ପିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ