Advertisment

Shubhamitra Sahu: ମରିଯିବ ତା ବୋଉ, କୁଆଡ଼େ ଗଲା ମୋ ଝିଅ?

ଝିଅକୁ ଝୁରିଝୁରି ମରିଯିବ ତା’ ବୋଉ। କେବଳ କାନ୍ଦୁଛି, ଖାଇବା ପିଇବା ଛାଡି ଦେଲଣି। ଆମ ପାଟିକୁ ବି ଖାଦ୍ୟ ଯାଉନି। ଆଖିରୁ ଲୁହ ଶୁଖୁନି। ମନର କୋହକୁ ସମ୍ଭାଳି ହେଉନି। କୁଆଡେ ଗଲା ଝିଅ କହି ଏବେ ଖୋଜି ବୁଲୁଛନ୍ତି ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ପରିବାର। ପୋଲିସ କମିଶନର ଅଫିସ, କ୍ୟାପିଟାଲ ଥାନା ଠାରୁ ଆରମ୍ଭ କରି ପୋଲିସ ବରାକ୍ ସବୁଠି ଖୋଜି ଖୋଜି ନୟାନ୍ତ, ହେଲେ କୌଣସି ପତ୍ତା ମିଳୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ