student injured
Advertisment
ଗଣିତ ଆସିଲାନି ବୋଲି ଛାତ୍ରୀଙ୍କୁ ମାଡ଼ । ମୁଥ ମାରି ଛାତ୍ରୀଙ୍କ ଆଖି ଫଟେଇ ଦେଲେ ଶିକ୍ଷୟିତ୍ରୀ । ଡୁମଡୁମା ଫେଜ-୨ର ଏକ ଘରୋଇ ସ୍କୁଲରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏନେଇ ଛାତ୍ରୀଙ୍କ ବାପା ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିଛନ୍ତି । ବକେୟା ଦରମା ଦେଇନଥିବାରୁ ଏଭଳି ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us