Wild Animal
Advertisment
ସାବଧାନ! ଆକ୍ସନ ମୋଡ୍ରେ ବନ ବିଭାଗ । ସୋସିଆଲ ମିଡିଆରେ ଛାଡ଼ି ନାହାନ୍ତି ତ ବନ୍ୟଜନ୍ତୁଙ୍କ ଫଟୋ କି ଭିଡିଓ ? ମହଙ୍ଗା ପଡ଼ିପାରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ୍ । ୭ ବର୍ଷ ଯାଏଁ ଜେଲ ସହ ଦେବାକୁ ପଡ଼ିପାରେ ଲକ୍ଷେ ଟଙ୍କା ତଣ୍ଡ । ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇବା ପରେ, କାଲି ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ । ଗିରଫ ହୋଇଛନ୍ତି ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us