ଅଦ୍ୟତନ ହୋଇଛି
Suvendu Slams Mamata
Advertisment
ଦୀଘା ଦାରୁ ଦିଅଁ ବିବାଦକୁ ନେଇ ମମତା ବାନାର୍ଜୀ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ କଡା ଭତ୍ସନା କଲେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । କହିଲେ, ''ମମତାଙ୍କ ଇସାରାରେ ପୁରୀରୁ ଜଗନ୍ନାଥଙ୍କ ଲିମ୍ବ କାଠ ଚୋରି ହୋଇଛି । ଏହି ଘଟଣାରେ ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କରୁଛୁ ।''
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us