Advertisment

ବ୍ଲାକମେଲିଂରୁ ସୁଇସାଇଡ୍‌!

ଗତକାଲି ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବିମାନ ବନ୍ଦରରୁ ପୁଲିସ ଅଭିଯୁକ୍ତକୁ ଧରିଛି। ପୋଲିସ ଆଗରେ ସବୁ ସତ ଉଗାରିଛି ଅଭିଯୁକ୍ତ ପୁରୁଷ ବନ୍ଧୁ।

Advertisment

ବ୍ଲାକମେଲିଂରୁ ସୁଇସାଇଡ୍‌! ଅସହ୍ୟ ହେଲା ପ୍ରେମିକର ନିର୍ଯାତନା। ଆଉ ସହି ପାରିଲେନି ଛାତ୍ରୀ। ଶେଷରେ ନେଲେ ଚରମ ନିଷ୍ପତ୍ତି। ହଷ୍ଟେଲ ରୁମ୍‌ ଭିତରେ ଝୁଲି ପଡ଼ିଲେ। ଅଭିଯୁକ୍ତ ଗିରଫ ହେବା ପରେ କିଟ୍‌ ବିଟେକ୍‌ ଛାତ୍ରୀଙ୍କ ସୁଇସାଇଟ୍ ସସ୍‌ପେନ୍ସରୁ ଉଠୁଛୁ ପରଦା। ଆଉ ଧୀରେ ଧୀରେ ଖୋଲୁଛି ଗୁମର। ଗତକାଲି ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବିମାନ ବନ୍ଦରରୁ ପୁଲିସ ଅଭିଯୁକ୍ତକୁ ଧରିଛି। ପୋଲିସ ଆଗରେ ସବୁ ସତ ଉଗାରିଛି ଅଭିଯୁକ୍ତ ପୁରୁଷ ବନ୍ଧୁ। ତା ନିଟକରୁ ଏକ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପକୁ ଜବତ କରିଛି ପୋଲିସ। ଆଜି ତାକୁ ରିମାଣ୍ଡରେ ନେଇପାରେ।

Advertisment
Bhubaneswar KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ