By: Sujit kumar Swain
Last updated: 29 August 2024, 01:23 PM IST
ନିଲମ୍ବିତ IPS ରାଜେଶ ପଣ୍ଡିତଙ୍କ ପାଇଁ ବଢ଼ିଲା ଅଡୁଆ। ଆସିଥିବା ଅଭିଯୋଗର ଜବାବ ଦେବାକୁ ୩୦ ଦିନ ମହଲତ। ଯେଉଁ ଅଭିଯୋଗକୁ ସ୍ବୀକାର କରି ନାହାନ୍ତି ତାହାର ତଦନ୍ତ ହେବ। ଯଦି ଧାର୍ଯ୍ୟ ସମୟରେ ଜବାବ ନ ଦିଅନ୍ତି, କାର୍ଯ୍ୟାନୁଷ୍ଠାନ ଚେତାବନୀ