Advertisment

ବୁଦା ମୂଳେ ଲୁଚି ଦେଖୁଥିଲେ ଆତଙ୍କୀ ଆକ୍ରମଣ

ପହଲଗାମରେ ସେଦିନ ଆତଙ୍କୀଙ୍କ ଆକ୍ରମଣରୁ କେମିତି ବଞ୍ଚିଥିଲା ଜୀବନ, ଲୋମହର୍ଷକ କାହାଣୀ ବଖାଣିଛନ୍ତି ପର୍ଯ୍ୟଟକ। କହିଛନ୍ତି ଦୀର୍ଘ ଦେଢ଼ ଘଣ୍ଟାର ଛାତିଥରା କାହାଣୀ।

ଅଦ୍ୟତନ ହୋଇଛି
Advertisment

ପହଲଗାମରେ ସେଦିନ ଆତଙ୍କୀଙ୍କ ଆକ୍ରମଣରୁ କେମିତି ବଞ୍ଚିଥିଲା ଜୀବନ, ଲୋମହର୍ଷକ କାହାଣୀ ବଖାଣିଛନ୍ତି ପର୍ଯ୍ୟଟକ। କହିଛନ୍ତି ଦୀର୍ଘ ଦେଢ଼ ଘଣ୍ଟାର ଛାତିଥରା କାହାଣୀ। ବୈସନର ଘାଟିରେ ଆତଙ୍କୀ କେମିତି ରକ୍ତପାତ ଘଟାଇଥିଲେ? ଆଖି ସାମ୍ନାରେ ଜୀବନ ବଞ୍ଚାଇବାକୁ କେମିତି ଚାଲିଥିଲା ସଂଘର୍ଷ? ଆଉ ସେନାର ତ୍ୱରିତ ପଦକ୍ଷେପ ଯୋଗୁ କିଭଳି ୩୦ରୁ ୪୦ ଜୀବନ ବଞ୍ଚିଥିଲା ତାହା ଟିକିନିଖି କରି ବଖାଣିଛନ୍ତି କର୍ଣ୍ଣଟକର ଜଣେ ସଫ୍ଟୱେୟା ଇଂଜିନିୟର।

Advertisment
Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ