Potato
Advertisment
ଦିନ ଚାରିଟା ଯାଇନି, ପୁଣି ଆଳୁ ପାଇଁ ହାହାକାର ସ୍ଥିତି । ବଜାରରୁ ଉଭାନ ହୋଇଯାଇଛି ଏହି ଅତି ଦରକାରୀ ପରିବା । କିଏ ଅଳ୍ପ ରଖିଛି ତ ଆଉ କାହାର ଦୋକାନ ବନ୍ଦ। ଦର ବି ଉଚ୍ଚା । ତିନି ଦିନ ତଳେ କିଲେ ଆଳୁ ୩୦ରୁ ୩୫ ଟଙ୍କାରେ ମିଳୁଥିଲା । ଆଜି ହାଫ୍ ସେଞ୍ଚୁରୀ ମାରିଛି । ଆଳୁ ଆସୁନଥିବାରୁ ମନ ଇଛା ଦର କଷୁଛନ୍ତି ବ୍ୟବସାୟୀ, ଉପାୟଶୂନ୍ୟ ଗ୍ରାହକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us