Advertisment

Subhadra Yojana: ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍

୬୦ ବର୍ଷ ବୟସ ପରେ ସୁଭଦ୍ରା ଲାଭାର୍ଥୀଙ୍କୁ ମିଳିବ ପେନସନ୍। ୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ MBPY ଓ NSAPରେ ସାମିଲ୍ କରିବାକୁ ଚିଠି। ଅଧିକ ବୟସ୍କ ଓ ଦୁର୍ବଳ ଲୋକଙ୍କୁ ଦିଆଯିବ ପ୍ରାଥମିକତା। ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି।

Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ