Advertisment

ରିଚେକ୍ ହେବ ଖାରଜ ସବୁ 'ସୁଭଦ୍ରା' ଆବେଦନ

ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର ।

Advertisment

ଏଇମାସ ଶେଷ ସୁଦ୍ଧା ୨୦ ଲକ୍ଷ, ଆଉ ଡିସେମ୍ବର ଶେଷସୁଦ୍ଧା ସମୁଦାୟ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏନେଇ ସ୍ପଷ୍ଟ କରିବା ସହ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନ ଉପରେ ବି ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି, ଖାରଜ ସବୁ ଆବେଦନର ପୁଣି ରିଚେକ୍ କରାଯିବ, କିଏ କେଉଁ କାରଣରୁ ବାଦ୍ ପଡ଼ିଛନ୍ତି ଜଣାପଡ଼ିବା ପରେ ଆବଶ୍ୟକ ସ୍ଥଳେ ଯୋଜନାରେ ସାମିଲ କରାଯିବ ।

Advertisment
Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ